/odisha-reporter/media/post_attachments/uploads/2022/12/baji-rout-e1670841704449.jpg)
ସହିଦ ବୀର ବାଜି ରାଉତଙ୍କ ଜନ୍ମମାଟି ନୀଳକଣ୍ଠପୁର ଗ୍ରାମରେ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଏହି ବୀର ମାଟି ସତେ ଯେମିତି କେବଳ ନାମରେ ସିମିତ ହୋଇ ରହିଯାଇଛି । ହେଲେ ଗ୍ରାମବାସୀଙ୍କ ଭାତହାଣ୍ଡି କହିଲେ ରଙ୍ଗମାଟିଆ ନାଳର ଆରପଟେ ଥିବା ଶହଶହ ଏକର ଚାଷଜମିକୁ ବୁଝାଇଥାଏ। କିନ୍ତୁ ଚାଷ ଜମି ଆଡ଼କୁ ଯିବାକୁ ରାସ୍ତା ଟିଏ ନାହିଁ କି ଆଜି ଯାଏଁ ପୋଲ ଖଣ୍ଡେ ତିଆରି ହୋଇ ପାରିଲା ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
