ବାଜିରାଉତଙ୍କ ଗାଁରେ ପୋଲଟିଏ ବି ନାହିଁ ...

ସହିଦ ବୀର ବାଜି ରାଉତଙ୍କ ଜନ୍ମମାଟି ନୀଳକଣ୍ଠପୁର ଗ୍ରାମରେ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଏହି ବୀର ମାଟି ସତେ ଯେମିତି କେବଳ ନାମରେ ସିମିତ ହୋଇ ରହିଯାଇଛି । ହେଲେ ଗ୍ରାମବାସୀଙ୍କ ଭାତହାଣ୍ଡି କହିଲେ ରଙ୍ଗମାଟିଆ ନାଳର ଆରପଟେ ଥିବା ଶହଶହ ଏକର ଚାଷଜମିକୁ ବୁଝାଇଥାଏ। କିନ୍ତୁ ଚାଷ ଜମି ଆଡ଼କୁ ଯିବାକୁ ରାସ୍ତା ଟିଏ ନାହିଁ କି ଆଜି ଯାଏଁ ପୋଲ ଖଣ୍ଡେ ତିଆରି ହୋଇ ପାରିଲା ନାହିଁ।

  • Published: Monday, 12 December 2022
  • , Updated: 12 December 2022, 04:13 PM IST

ସହିଦ ବୀର ବାଜି ରାଉତଙ୍କ ଜନ୍ମମାଟି ନୀଳକଣ୍ଠପୁର ଗ୍ରାମରେ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଏହି ବୀର ମାଟି ସତେ ଯେମିତି କେବଳ ନାମରେ ସିମିତ ହୋଇ ରହିଯାଇଛି । ହେଲେ ଗ୍ରାମବାସୀଙ୍କ ଭାତହାଣ୍ଡି କହିଲେ ରଙ୍ଗମାଟିଆ ନାଳର ଆରପଟେ ଥିବା ଶହଶହ ଏକର ଚାଷଜମିକୁ ବୁଝାଇଥାଏ। କିନ୍ତୁ ଚାଷ ଜମି ଆଡ଼କୁ ଯିବାକୁ ରାସ୍ତା ଟିଏ ନାହିଁ କି ଆଜି ଯାଏଁ ପୋଲ ଖଣ୍ଡେ ତିଆରି ହୋଇ ପାରିଲା ନାହିଁ।

https://youtu.be/2IJ9RWZ3Xyk

Related story