Advertisment

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗାଁର ଝିଅ ସୁଭଦ୍ରା ପଣ୍ଡା

ମୁଁ ପାଠ ପଢ଼ିବି… ଦୁନିଆକୁ ଦେଖିବି…

author-image
Sonali Kabi
ଅଦ୍ୟତନ ହୋଇଛି
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗାଁର ଝିଅ ସୁଭଦ୍ରା ପଣ୍ଡା

balasore girl

ମୁଖ୍ୟମନ୍ତ୍ରୀ ସାର, ମୋର ଭୂମିଷ୍ଠ ପ୍ରଣାମ ନେବେ।।ମୁଁ ପାଠ ପଢିବି। ଶିକ୍ଷୟିତ୍ରୀ ହେବି। ଅନ୍ୟ ପିଲାଙ୍କୁ ପାଠ ପଢେଇବି। ହେଲେ ରୋଗୀଣା ପାଗଳ ମାଆକୁ ନେଇ ଆଉ ଲଢ଼ି ପାରୁନି ସାର୍‌। ମୁଁ ପାଠ ପଢ଼ିବି। ଦୁନିଆକୁ ଦେଖିବି। ମୁଁ ବଞ୍ଚିବାକୁ ଚାହେଁ ସାର୍‌…

Advertisment

Odisha Reorter Odisha Cm Balasore Girl