ମାଛ ଜାଲରେ ଭୋଟ୍ ବାକ୍ସ

ମାଛ ଧରୁ ଧରୁ ଜାଲରେ ପଡିଲା ବାଲାଟ ବକ୍ସ..ନିର୍ବାଚନ ଅନିୟମିତତାର ଏହା ପ୍ରମାଣ ନୁହେଁ ତ ? ଜାଲ ପଡିଥିଲା ମାଛ ଉଠିବ କିନ୍ତୁ ଜାଲରେ ମାଛ ବଦଳରେ ପଡିଥିଲା ଏକ ବଡ ବାକ୍ସ ..ଏ ବାକ୍ସ ଦେଖି ଆପଣ ଜାଣିପାରୁଥିବେ ଯେ ଏହା ହେଉଛି ଭୋଟ ବାକ୍ସ ଯାହା ଭିତରେ ବାଲଟ ରହିଥାଏ ..ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଗୋତି ସାହି ପଞ୍ଚାୟତରେ.. ତେବେ ଏହା ପୋଖରୀକୁ ଆସିଲା କେମିତି ଦେଖନ୍ତୁ ଏହି ରିପୋର୍ଟ