Advertisment

ମାଛ ଜାଲରେ ଭୋଟ୍ ବାକ୍ସ

ମାଛ ଧରୁ ଧରୁ ଜାଲରେ ପଡିଲା ବାଲାଟ ବକ୍ସ..ନିର୍ବାଚନ ଅନିୟମିତତାର ଏହା ପ୍ରମାଣ ନୁହେଁ ତ ? ଜାଲ ପଡିଥିଲା ମାଛ ଉଠିବ କିନ୍ତୁ ଜାଲରେ ମାଛ ବଦଳରେ ପଡିଥିଲା ଏକ ବଡ ବାକ୍ସ ..ଏ ବାକ୍ସ ଦେଖି ଆପଣ ଜାଣିପାରୁଥିବେ ଯେ ଏହା ହେଉଛି ଭୋଟ ବାକ୍ସ ଯାହା ଭିତରେ ବାଲଟ ରହିଥାଏ ..ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଗୋତି ସାହି ପଞ୍ଚାୟତରେ.. ତେବେ ଏହା ପୋଖରୀକୁ ଆସିଲା କେମିତି ଦେଖନ୍ତୁ […]

ଅଦ୍ୟତନ ହୋଇଛି
ମାଛ ଜାଲରେ ଭୋଟ୍ ବାକ୍ସ

sddefault

Advertisment

ମାଛ ଧରୁ ଧରୁ ଜାଲରେ ପଡିଲା ବାଲାଟ ବକ୍ସ..ନିର୍ବାଚନ ଅନିୟମିତତାର ଏହା ପ୍ରମାଣ ନୁହେଁ ତ ? ଜାଲ ପଡିଥିଲା ମାଛ ଉଠିବ କିନ୍ତୁ ଜାଲରେ ମାଛ ବଦଳରେ ପଡିଥିଲା ଏକ ବଡ ବାକ୍ସ ..ଏ ବାକ୍ସ ଦେଖି ଆପଣ ଜାଣିପାରୁଥିବେ ଯେ ଏହା ହେଉଛି ଭୋଟ ବାକ୍ସ ଯାହା ଭିତରେ ବାଲଟ ରହିଥାଏ ..ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଗୋତି ସାହି ପଞ୍ଚାୟତରେ.. ତେବେ ଏହା ପୋଖରୀକୁ ଆସିଲା କେମିତି ଦେଖନ୍ତୁ ଏହି ରିପୋର୍ଟ

Advertisment

Odisha Reporter Odisha News Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe