୨୪ ପାଇଁ ବଂଶଲଙ୍କ ୧୨ ମନ୍ତ୍ର

ଓଡ଼ିଶା ବିଜେପି ପ୍ରଭାରୀ ସୁନୀଲ ବଂଶଲଙ୍କ ଦୁଇ ଦିନିଆ ମାନସମନ୍ଥନ ପରେ ରାଜ୍ୟ ନେତୃତ୍ୱଙ୍କୁ ଦେଇଛନ୍ତି ଟାକ୍ସ। ୨୪ ନିର୍ବାଚନ ପାଇଁ ବଂଶଲ୍ ରଖିଛନ୍ତି ୧୨ଟି ମନ୍ତ୍ର।