ବାପାଙ୍କ ଜନତା ଦଳ

ବିଜେଡି- ବାପାଙ୍କ ଜନତା ଦଳ। ଓଡ଼ିଶା ରାଜନୀତିରେ ବଢୁଛି ପରିବାରବାଦ। ବାପା ପରେ ପୁଅ କରୁଛି ରାଜ। ବର୍ଷ ବର୍ଷ ଧରି ଗୋଟିଏ ପରିବାର କରୁଛି ଶାସନ। ଟ୍ୟାଲେଣ୍ଟ ଥାଇ ମଧ୍ୟ ଅନେକ ନେତା ହୋଇ ପାରୁନାହାଁନ୍ତି କ୍ଷମତାସୀନ। ବିଜେଡିରେ ପରିବାର ବାଦର ଝଲକ।