Advertisment

‘ହରି ଡାକିବ ତ ଡାକ ଲୁଗା ଟେକିବ ତ ଟେକ’

ମଞ୍ଚ ଉପରୁ ବରିଷ୍ଠ ନେତା ଦାମବାବୁଙ୍କ ଲୋକଙ୍କୁ ବାନ୍ଧି ରଖିଲା ଭଳିଆ ଭାଷଣ। ଆଉ ଭାଷଣ ଛଳରେ ଟାର୍ଗେଟରେ ଥିଲେ ରାଜନୈତିକ ବିରୋଧୀ। ଏକଦା ଦାମବାବୁଙ୍କ ଘନିଷ୍ଠ ଥିଲେ ବାପି ସର୍ଖେଲ। ହେଲେ ଦିନକୁ ଦିନ ବାପିଙ୍କ ରାଜନୈତିକ ଇଛା ବଢ଼ିଲା ଆଉ ବାପି ଦାମବାବୁଙ୍କୁ ବାଏ ବାଏ କରିଦେଲେ। ପରେ ଦାମ ରାଉତ ଏବଂ ବାପି ସର୍ଖେଲ ଅନେକ ଘଟଣାରେ ମୁହାଁମୁହିଁ ହେଲେ।

‘ହରି ଡାକିବ ତ ଡାକ ଲୁଗା ଟେକିବ ତ ଟେକ’

dambabu

Advertisment

ମଞ୍ଚ ଉପରୁ ବରିଷ୍ଠ ନେତା ଦାମବାବୁଙ୍କ ଲୋକଙ୍କୁ ବାନ୍ଧି ରଖିଲା ଭଳିଆ ଭାଷଣ। ଆଉ ଭାଷଣ ଛଳରେ ଟାର୍ଗେଟରେ ଥିଲେ ରାଜନୈତିକ ବିରୋଧୀ। ଏକଦା ଦାମବାବୁଙ୍କ ଘନିଷ୍ଠ ଥିଲେ ବାପି ସର୍ଖେଲ। ହେଲେ ଦିନକୁ ଦିନ ବାପିଙ୍କ ରାଜନୈତିକ ଇଛା ବଢ଼ିଲା ଆଉ ବାପି ଦାମବାବୁଙ୍କୁ ବାଏ ବାଏ କରିଦେଲେ। ପରେ ଦାମ ରାଉତ ଏବଂ ବାପି ସର୍ଖେଲ ଅନେକ ଘଟଣାରେ ମୁହାଁମୁହିଁ ହେଲେ।

Advertisment

Paradip Bapi Sarkhel Dambabu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe