/odisha-reporter/media/post_attachments/uploads/2022/08/DRINK.jpg)
DRINK
ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଲଟିଛି ମଦଭାଟି। ବୋତଲ ଗଡ଼ୁଛି ଆଉ ନିଶାରେ ଚୁର୍ ଆକାଉଣ୍ଟ ମ୍ୟାନେଜର ତାର ମଜା ନେଉଛନ୍ତି। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆକାଉଣ୍ଟ ମ୍ୟାନେଜର ଗଙ୍ଗାଧର ଆଚାର୍ଯ୍ୟ କେତେବେଳେ ନିଜ ଟେବୁଲ୍ ଉପରେ ମଦ ବୋତଲ ଆଉ ଗ୍ଲାସ୍ ରଖି ପିଉଥିବାର ତ ଆଉ କେତେବେଳେ ଟେବୁଲର ବିଅର ପିଇବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
