Advertisment

ସରକାରୀ ଅଫିସରେ ବାର୍ ବ୍ୟବସ୍ଥା!

ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଲଟିଛି ମଦଭାଟି। ବୋତଲ ଗଡ଼ୁଛି ଆଉ ନିଶାରେ ଚୁର୍‌ ଆକାଉଣ୍ଟ ମ୍ୟାନେଜର ତାର ମଜା ନେଉଛନ୍ତି। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆକାଉଣ୍ଟ ମ୍ୟାନେଜର ଗଙ୍ଗାଧର ଆଚାର୍ଯ୍ୟ କେତେବେଳେ ନିଜ ଟେବୁଲ୍ ଉପରେ ମଦ ବୋତଲ ଆଉ ଗ୍ଲାସ୍ ରଖି ପିଉଥିବାର ତ ଆଉ କେତେବେଳେ ଟେବୁଲର ବିଅର ପିଇବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
ସରକାରୀ ଅଫିସରେ ବାର୍ ବ୍ୟବସ୍ଥା!

DRINK

Advertisment

ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଲଟିଛି ମଦଭାଟି। ବୋତଲ ଗଡ଼ୁଛି ଆଉ ନିଶାରେ ଚୁର୍‌ ଆକାଉଣ୍ଟ ମ୍ୟାନେଜର ତାର ମଜା ନେଉଛନ୍ତି। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆକାଉଣ୍ଟ ମ୍ୟାନେଜର ଗଙ୍ଗାଧର ଆଚାର୍ଯ୍ୟ କେତେବେଳେ ନିଜ ଟେବୁଲ୍ ଉପରେ ମଦ ବୋତଲ ଆଉ ଗ୍ଲାସ୍ ରଖି ପିଉଥିବାର ତ ଆଉ କେତେବେଳେ ଟେବୁଲର ବିଅର ପିଇବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।

Advertisment

Odisha Govt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe