ଦେଶ news ମନ ପୋଡ଼ିଦେଲା ବାରବାଟୀ ପ୍ଲେଟରେ ଦୁଇଟି ସିଙ୍ଗଡ଼ା। ଦାମ ରହିଛି ଶହେ ଟଙ୍କା। ଅର୍ଥାତ ଗୋଟାକୁ ୫୦ ଟଙ୍କା। ଶୁଣିକି ଟିକେ ଚିହିଁକି ଉଠୁଥିବେ। କିନ୍ତୁ ହଁ, କଟକ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱ କପ୍ ଉଦଘାଟନବେଳେ ମିଳୁଥିଲା ଏଇ ଦାମୀ ସିଙ୍ଗଡ଼ା। Debendra Prusty 13 Jan 2023 14:39 IST samosaପ୍ଲେଟରେ ଦୁଇଟି ସିଙ୍ଗଡ଼ା। ଦାମ ରହିଛି ଶହେ ଟଙ୍କା। ଅର୍ଥାତ ଗୋଟାକୁ ୫୦ ଟଙ୍କା। ଶୁଣିକି ଟିକେ ଚିହିଁକି ଉଠୁଥିବେ। କିନ୍ତୁ ହଁ, କଟକ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱ କପ୍ ଉଦଘାଟନବେଳେ ମିଳୁଥିଲା ଏଇ ଦାମୀ ସିଙ୍ଗଡ଼ା।Advertisment Barabati Petis Samosa Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ