Advertisment

ପଡ଼ି ରହିଛି ଅନେକ ବିବାହ ବିଚ୍ଛେଦ ମାମଲା

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ଆବେଦନ କରିଥିଲେ ଅନୁଭବ ମହାନ୍ତି। ମାତ୍ର ଅନୁଭବଙ୍କ ଏହି ଆବେଦନକୁ ଡିସ୍ପୋଜ ଅଫ କଲେ ହାଇକୋର୍ଟ

author-image
Manasi Mohapatra
ଅଦ୍ୟତନ ହୋଇଛି
ପଡ଼ି ରହିଛି ଅନେକ ବିବାହ ବିଚ୍ଛେଦ ମାମଲା

maxresdefault (8) (1)

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ଆବେଦନ କରିଥିଲେ ଅନୁଭବ ମହାନ୍ତି। ମାତ୍ର ଅନୁଭବଙ୍କ ଏହି ଆବେଦନକୁ ଡିସ୍ପୋଜ ଅଫ କଲେ ହାଇକୋର୍ଟ

Advertisment

Odisha Reporter Anubhav Mohanty Barsa Priyadarshini Barsha-Anubhav Controversy