Advertisment

ଟିକେଟ୍ ଜିଦରେ ବରିହା ପରିବାର, ଚର୍ଚ୍ଚାରେ ବଢ଼େଇ

ଧାମନଗରରୁ ବୁଦ୍ଧି ଶିଖିଲା ପରେ ପଦ୍ମପୁର ପ୍ରାର୍ଥୀ ଚୟନରେ ବହୁତ ସତର୍କତାର ସହ ପାଦ ବଢ଼ାଉଛି ବିଜେଡି। ଧାମନଗର ଭଳି ପଦ୍ମପୁରରେ ମଧ୍ୟ ବିଜେଡିରେ ଆଶାୟୀ ଅଛନ୍ତି। ତେବେ ଏଠାରେ ମଧ୍ୟ ବିଜେଡିରେ ଗୋଷ୍ଠୀ କନ୍ଦଳ ରହିଛି। ବରଗଡ଼ରେ ମନ୍ତ୍ରୀ ରିତା ସାହୁ ବନାମ ସୁଶାନ୍ତ ସିଂହ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ କାହାରିକୁ ଅଛପା ନୁହେଁ। ଏଭଳି ପରିସ୍ଥିତିରେ ବିଜେଡି ଦେଖି ଚାହିଁ ଆଗକୁ ପାଦ ବଢ଼ାଉଛି।

padmapur

BjD Padmapur Byelection Bariha Family
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe