Advertisment

ଶାଶୁ ଘର ହିଁ ବର୍ଷାଙ୍କ ଘର !

ବର୍ଷା ପ୍ରିୟଦର୍ଶିିନୀ ଅନୁଭବଙ୍କ ଘରେ ରହିବେ । SDJMଙ୍କ ନିର୍ଦ୍ଦେଶ ଉପରେ କଟକ ଜିଲ୍ଲା ଜଜ୍‌ଙ୍କ ଅନ୍ତରୀଣ ରୋକ୍‌ । ମାମଲାର ଶୁଣାଣି କରି ଜିଲ୍ଲା ଦୌରାଜଜ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଶୁଣାଣି ସମୟରେ ଅନୁଭବ କି ଅନୁଭବଙ୍କ ଓକିଲ ଆଜି କୋର୍ଟକୁ ଆସିନଥିଲେ ।

author-image
Debendra Prusty
ଶାଶୁ ଘର ହିଁ ବର୍ଷାଙ୍କ ଘର !

barsa

ବର୍ଷା ପ୍ରିୟଦର୍ଶିିନୀ ଅନୁଭବଙ୍କ ଘରେ ରହିବେ । SDJMଙ୍କ ନିର୍ଦ୍ଦେଶ ଉପରେ କଟକ ଜିଲ୍ଲା ଜଜ୍‌ଙ୍କ ଅନ୍ତରୀଣ ରୋକ୍‌ । ମାମଲାର ଶୁଣାଣି କରି ଜିଲ୍ଲା ଦୌରାଜଜ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଶୁଣାଣି ସମୟରେ ଅନୁଭବ କି ଅନୁଭବଙ୍କ ଓକିଲ ଆଜି କୋର୍ଟକୁ ଆସିନଥିଲେ ।

Advertisment

Ollywood Barsa Anubhav Bjd Mp