barsa
Advertisment
ବର୍ଷା ପ୍ରିୟଦର୍ଶିିନୀ ଅନୁଭବଙ୍କ ଘରେ ରହିବେ । SDJMଙ୍କ ନିର୍ଦ୍ଦେଶ ଉପରେ କଟକ ଜିଲ୍ଲା ଜଜ୍ଙ୍କ ଅନ୍ତରୀଣ ରୋକ୍ । ମାମଲାର ଶୁଣାଣି କରି ଜିଲ୍ଲା ଦୌରାଜଜ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଶୁଣାଣି ସମୟରେ ଅନୁଭବ କି ଅନୁଭବଙ୍କ ଓକିଲ ଆଜି କୋର୍ଟକୁ ଆସିନଥିଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/06/barsa.jpg)