‘ବର୍ଷା ତାଙ୍କ କ୍ଷେତ୍ରରେ କାମ କରିବେ, ମୁଁ ମୋ କ୍ଷେତ୍ରରେ’

‘ବର୍ଷା ତାଙ୍କ କ୍ଷେତ୍ରରେ କାମ କରିବେ ମୁଁ ମୋ କ୍ଷେତ୍ରରେ…’ ଏଭଳି କହିଛନ୍ତି ପଦ୍ମପୁର ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ଶ୍ୱଶୁର ତଥା ବିଜେପି ନେତା ରମାରଂଜନ ବଳିଆରସିଂହ।