Advertisment

ଘୋଷଣା ପୂର୍ବରୁ ଟଣାଟଣି ଜୋର

ଧାମନଗର ବିଜେଡିରେ ଆରମ୍ଭ ହୋଇଗଲାଣି ଗୋଡ଼ ଟଣାଟଣି ! ସମସ୍ତେ ଆଶାୟୀ, କିଏ କାହାକୁ ବାଟ ନଛାଡିବାକୁ ମାଷ୍ଟର ପ୍ଲାନିଂ। ପୁରୁଣା ନୁହେଁ ବିକଳ୍ପ ପ୍ରାର୍ଥୀ ବିଚାରରେ ବିଜେଡି ଦଳ । ବିକଳ୍ପ ପ୍ରାର୍ଥୀ ହେଲେ ଦଳକୁ ଦେବ ବଳ ନା ହେବ କାଳ ? କଂଗ୍ରେସରେ ବି ଆଶାୟୀ ଅନେକ, ଫାଇଦା ନେଇ ପାରିବ ତ ବିଜେପି?

author-image
Debendra Prusty
ଘୋଷଣା ପୂର୍ବରୁ ଟଣାଟଣି ଜୋର

ticket

ଧାମନଗର ବିଜେଡିରେ ଆରମ୍ଭ ହୋଇଗଲାଣି ଗୋଡ଼ ଟଣାଟଣି ! ସମସ୍ତେ ଆଶାୟୀ, କିଏ କାହାକୁ ବାଟ ନଛାଡିବାକୁ ମାଷ୍ଟର ପ୍ଲାନିଂ। ପୁରୁଣା ନୁହେଁ ବିକଳ୍ପ ପ୍ରାର୍ଥୀ ବିଚାରରେ ବିଜେଡି ଦଳ । ବିକଳ୍ପ ପ୍ରାର୍ଥୀ ହେଲେ ଦଳକୁ ଦେବ ବଳ ନା ହେବ କାଳ ? କଂଗ୍ରେସରେ ବି ଆଶାୟୀ ଅନେକ, ଫାଇଦା ନେଇ ପାରିବ ତ ବିଜେପି?

Advertisment

Odisha Bye Poll Dhamnagar Bjd Ticket