Advertisment

ଅନଲାଇନ ସପିଂ କରୁଥିଲେ ସାବଧାନ!

ଅନଲାଇନରୁ ଜିନିଷ ମଗାଉଥିଲେ ସାବଧାନ ହୋଇଯାନ୍ତୁ। ନହେଲେ ଜିନିଷ ତ ମିଳିବନି ବରଂ ଆପଣଙ୍କ ଆକାଉଣ୍ଟରେ ଟଙ୍କା ଗାଏବ ହୋଇଯିବ। ଜିନିଷ କ୍ରୟ କରନ୍ତୁ କି ଫେରସ୍ତ କରନ୍ତୁ ସବୁ ଦିଗରେ ଜଗି ବସିଛନ୍ତି ସାଇବର ଲୁଟୋରା। ସାଧାରଣ ଲୋକ ହୁଅନ୍ତୁ କି ବ୍ୟାଙ୍କ କର୍ମଚାରୀ କାହାରି ଠୁ ମାରି ଖାଇବାରେ ଓସ୍ତାଦ ସାଇବର ଲୁଟେରା।

author-image
Debendra Prusty
ଅନଲାଇନ ସପିଂ କରୁଥିଲେ ସାବଧାନ!

online

ଅନଲାଇନରୁ ଜିନିଷ ମଗାଉଥିଲେ ସାବଧାନ ହୋଇଯାନ୍ତୁ। ନହେଲେ ଜିନିଷ ତ ମିଳିବନି ବରଂ ଆପଣଙ୍କ ଆକାଉଣ୍ଟରେ ଟଙ୍କା ଗାଏବ ହୋଇଯିବ। ଜିନିଷ କ୍ରୟ କରନ୍ତୁ କି ଫେରସ୍ତ କରନ୍ତୁ ସବୁ ଦିଗରେ ଜଗି ବସିଛନ୍ତି ସାଇବର ଲୁଟୋରା। ସାଧାରଣ ଲୋକ ହୁଅନ୍ତୁ କି ବ୍ୟାଙ୍କ କର୍ମଚାରୀ କାହାରି ଠୁ ମାରି ଖାଇବାରେ ଓସ୍ତାଦ ସାଇବର ଲୁଟେରା।

Advertisment

Online Shopping Danger Online Shopping