online
Advertisment
ଅନଲାଇନରୁ ଜିନିଷ ମଗାଉଥିଲେ ସାବଧାନ ହୋଇଯାନ୍ତୁ। ନହେଲେ ଜିନିଷ ତ ମିଳିବନି ବରଂ ଆପଣଙ୍କ ଆକାଉଣ୍ଟରେ ଟଙ୍କା ଗାଏବ ହୋଇଯିବ। ଜିନିଷ କ୍ରୟ କରନ୍ତୁ କି ଫେରସ୍ତ କରନ୍ତୁ ସବୁ ଦିଗରେ ଜଗି ବସିଛନ୍ତି ସାଇବର ଲୁଟୋରା। ସାଧାରଣ ଲୋକ ହୁଅନ୍ତୁ କି ବ୍ୟାଙ୍କ କର୍ମଚାରୀ କାହାରି ଠୁ ମାରି ଖାଇବାରେ ଓସ୍ତାଦ ସାଇବର ଲୁଟେରା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/06/online.jpg)