/odisha-reporter/media/post_attachments/uploads/2021/11/maxresdefault-26-1.jpg)
maxresdefault (26) (1)
ଶ୍ରୀମନ୍ଦିର ଏମିତି ସେଜଇ ହୋଇଛି ଯେ, ଦେଖିଲେ ଆଖି ଲାଖି ଯାଉଛି। ଫୁଲରେ ସଜେଇ ହୋଇଛି ସିଂହଦ୍ବାର। ସ୍ଥାନେ ସ୍ଥାନେ ଚିତାକର୍ଷକ ମୁରୁଜ। ମୁରୁଜରେ ପୁଣି ଓଡ଼ିଆ ସଂସ୍କୃତିର ଝଲକ। ବଡ଼ଦାଣ୍ଡରେ ନା’ ନା’ ରକମର ଝୋଟି ଓ ମୁରୁଜ କରିଛନ୍ତି ଶ୍ରଦ୍ଧାଳୁ।
Advertisment
/odisha-reporter/media/post_attachments/uploads/2021/11/maxresdefault-26-1.jpg)
maxresdefault (26) (1)