Advertisment

କଲେକ୍ଟର ବୋଲି...

ଅସହ୍ୟ ହେଲାଣି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଯାତନା। ମୁହଁ ଖୋଲିବାରୁ କର୍ମଚାରୀଙ୍କୁ ରାତାରାତି ବଦଳି। କଲେକ୍ଟର ବୋଲି ସାତଖୁଣ ମାଫ୍। ପିଏଙ୍କ ପରେ ସାମ୍ନାକୁ ଆସିଲେ ଆଉ ତିନି କର୍ମଚାରୀ। ଚତୁର୍ଥ ଶ୍ରେଣୀ କର୍ମଚାରୀ ବୋଲି କ’ଣ ଏମାନେ ମୁଣ୍ଡ ବିକିଛନ୍ତି? ଜିଲ୍ଲାପାଳଙ୍କ ବିରୁଦ୍ଧରେ ଅଭିଯୋଗ ପରେ କାହିଁକି ହେଉନି କେସ୍ ରେଜିଷ୍ଟ୍ରେସନ? ପିଏଙ୍କ ସ୍ତ୍ରୀ କହିଲେ ଆମେ ଏବେ ନଜରବନ୍ଦୀ।

କଲେକ୍ଟର ବୋଲି...

collector

Collector Ias Khordha Collector
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe