Advertisment

ପାନ ଭଲ କରେ କ୍ୟାନସର!

ଖିଲି ପାନ, ବନାରସ ପାନ, ମିଠାପତ୍ର ପାନ, ବଙ୍ଗଳା ପାନ ଭଳି ଅନେକ ପାନ। ପାଖାପାଖି ୧୬ ପ୍ରଜାତିର ପାନ ଏଠାରେ ଚାଷ କରାଯାଇଛି। ସବୁଠୁ ବଡ଼ କଥା ହେଉଛି ଏହି ପାନ ବରଜ ଏକ ବିଶ୍ୱ ବିଦ୍ୟାଳୟରେ ଠିଆ ହୋଇଛି। ଉତ୍ତର ଓଡିଶା ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ। ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପିଲାମାନେ ଉଚ୍ଚତ୍ତର ଶିକ୍ଷା ପାଇଁ ଆସିଥାନ୍ତି। ଏହା ଭିତରେ ଏବେ ଛିଡ଼ା ହେଇଛି ଏହି ପାନ ବରଜ। ପାନ […]

author-image
Debendra Prusty
ପାନ ଭଲ କରେ କ୍ୟାନସର!

betel

ଖିଲି ପାନ, ବନାରସ ପାନ, ମିଠାପତ୍ର ପାନ, ବଙ୍ଗଳା ପାନ ଭଳି ଅନେକ ପାନ। ପାଖାପାଖି ୧୬ ପ୍ରଜାତିର ପାନ ଏଠାରେ ଚାଷ କରାଯାଇଛି। ସବୁଠୁ ବଡ଼ କଥା ହେଉଛି ଏହି ପାନ ବରଜ ଏକ ବିଶ୍ୱ ବିଦ୍ୟାଳୟରେ ଠିଆ ହୋଇଛି। ଉତ୍ତର ଓଡିଶା ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ। ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପିଲାମାନେ ଉଚ୍ଚତ୍ତର ଶିକ୍ଷା ପାଇଁ ଆସିଥାନ୍ତି। ଏହା ଭିତରେ ଏବେ ଛିଡ଼ା ହେଇଛି ଏହି ପାନ ବରଜ। ପାନ ଉପରେ ଚାଲିଛି ଗବେଷଣା। ଯେଉଁଠି ଏମଫିଲ, ପିଏଚଡି ଛାତ୍ରଛାତ୍ରୀମାନେ ଗବେଷଣା କରୁଛନ୍ତି।

Advertisment

Cancer Cure Betel Cancer Cure Betel