Advertisment

ପାତରଅନ୍ତର କରୁଛନ୍ତି କି ବିଜେଡି ବିଧାୟକ?

ବିଜେଡି ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଲେ ପୌରାଧ୍ୟକ୍ଷା। ସର୍ବସମୁଖରେ କହିଲେ, ବିଧାୟକ ଜାଣିଶୁଣି ଉନ୍ନତିମୂଳକ କାର୍ଯ୍ୟରେ ପ୍ରତିବନ୍ଧକ ଆଣୁଛନ୍ତି। ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଗୁଲମକୀ ହବିବ ଏକଥା ମଧ୍ୟ କହିଛନ୍ତି, ଅଧିକାଂଶ କାଉନସିଲର ବିଧାୟକଙ୍କ ଇଙ୍ଗିତରେ ଉନ୍ନତିମୂଳକ କାର୍ଯ୍ୟରେ ସହଯୋଗ କରୁ ନାହାନ୍ତି। ଭଦ୍ରକ ବିଜେଡି ବିଧାୟକ ସଂଜୀବ ମଲ୍ଲିକ ଜାଣିଶୁଣି ଭଦ୍ରକ ପୌରପାଳିକାକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ଚଳାଇଥିବା କହିଛନ୍ତି ଗୁଲମକ୍କୀ।

author-image
Debendra Prusty
ପାତରଅନ୍ତର କରୁଛନ୍ତି କି ବିଜେଡି ବିଧାୟକ?

bhadrak

ବିଜେଡି ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଲେ ପୌରାଧ୍ୟକ୍ଷା। ସର୍ବସମୁଖରେ କହିଲେ, ବିଧାୟକ ଜାଣିଶୁଣି ଉନ୍ନତିମୂଳକ କାର୍ଯ୍ୟରେ ପ୍ରତିବନ୍ଧକ ଆଣୁଛନ୍ତି। ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଗୁଲମକୀ ହବିବ ଏକଥା ମଧ୍ୟ କହିଛନ୍ତି, ଅଧିକାଂଶ କାଉନସିଲର ବିଧାୟକଙ୍କ ଇଙ୍ଗିତରେ ଉନ୍ନତିମୂଳକ କାର୍ଯ୍ୟରେ ସହଯୋଗ କରୁ ନାହାନ୍ତି। ଭଦ୍ରକ ବିଜେଡି ବିଧାୟକ ସଂଜୀବ ମଲ୍ଲିକ ଜାଣିଶୁଣି ଭଦ୍ରକ ପୌରପାଳିକାକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ଚଳାଇଥିବା କହିଛନ୍ତି ଗୁଲମକ୍କୀ।

Advertisment

Bhadrak Bjd Bjd Politics Bhadrak Mla