page
Advertisment
ଏହା ଥିଲା ଏକ ପ୍ରେମିକର ହାତ ଲେଖା ସୁଇସାଇଡ ନୋଟ। ନିଜ ସାଙ୍ଗକୁ ବଡ ଭାଇ ବୋଲି ବୋଲି ମାନୁଥିଲେ। ଆଉ ସେହି ସାଙ୍ଗ ହିଁବିଶ୍ବାସ ଘାତକ ସାଜିଲା । ଆଉ ଯାହାକୁ ସେ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲେ । ସେ ବି ଶେଷରେ ତାଙ୍କ ବିଶ୍ବାସ ବିଷ ଦେଲା। ଏମିତି ପରିସ୍ଥିତିରେ ମାନସିକ ଭାରସାମ୍ୟ ହରାଇ ସୁଇ ସାଇଡ କରିଛନ୍ତି ଭଦ୍ରକ ତେନ୍ତୁଳିଗଢିଆ ଗାଁର 22 ବର୍ଷିୟ ଯୁବକ ଦିଗବିଜୟ ସ୍ବାଇଁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/04/page-5.jpg)