ଭାଇ ତୁ ଚାକିରି କଲେ ଆମ ଦୁଃଖ ଯିବ!
ବାପା ଚାଲିଗଲେ। ପରେ ପରେ ବୋଉ ବି ଚାଲିଗଲା। ଘରେ ମୋର ଛୁଆ ଉଉଣୀଟି ସବୁଦିନ ବାପା-ବୋଉଙ୍କୁ ଖୋଜୁଛି। ମୁଁ ତାକୁ କେମିତି ବୁଝେଇବି, ଜାଣିପାରୁନି। ଖାଇବା ପାଇଁ ଘରେ କିଛି ବି ନାହିଁ। କଣ କରିବି , କିଛି ଜାଣିପାରୁନି। ସକାଳେ ଜୋତା ପଲିସ କରୁଥିଲେ ଆଉ ରାତି ସାରା ପାଠପଢି ଇତିହାସ ରଚିଥିବା ଯୁବକର କାହାଣୀ।

https://youtu.be/A_HImXnI824