Advertisment

'ଭାଇ ଆପଣଙ୍କୁ ଟ୍ରେନ ଦରକାର'

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ପ୍ରକଳ୍ପ ସଭାରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଏମିତି କହିଲେ, ‘ଭାଇ ଆପଣଙ୍କୁ ଟ୍ରେନ ଦରକାର’। ‘ବିଧାୟକ ସୂର୍ଯ୍ୟବଂଶୀ ମୋତେ କହିଲେ ଭଦ୍ରକକୁ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ। ମୁଁ ମଧ୍ୟ କହୁଛି ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଭଦ୍ରକରେ ସ୍ୱତନ୍ତ୍ର ଟ୍ରେନ ପାଇଁ କଥା ହେବି‘ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

'ଭାଇ ଆପଣଙ୍କୁ ଟ୍ରେନ ଦରକାର'

bhadrak

Advertisment

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ପ୍ରକଳ୍ପ ସଭାରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଏମିତି କହିଲେ, 'ଭାଇ ଆପଣଙ୍କୁ ଟ୍ରେନ ଦରକାର'। ‘ବିଧାୟକ ସୂର୍ଯ୍ୟବଂଶୀ ମୋତେ କହିଲେ ଭଦ୍ରକକୁ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ। ମୁଁ ମଧ୍ୟ କହୁଛି ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଭଦ୍ରକରେ ସ୍ୱତନ୍ତ୍ର ଟ୍ରେନ ପାଇଁ କଥା ହେବି‘ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Advertisment

Railway Bjp Ashwini Vaishnav Suryabanshi Suraj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe