/odisha-reporter/media/post_attachments/uploads/2021/11/maxresdefault-1.jpg)
maxresdefault (1)
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସଙ୍କ ବଡଖୁଲାସା । ସେପଟେମ୍ବର ମାସର ମନ୍ତ୍ରୀ ଦିବ୍ୟଶଙ୍କର ଟୁର ରେକର୍ଡ କରିବ ଖୁଲାସା । ସେପଟେମ୍ବର ୨୧ ରୁ ୨୫ ତାରିଖରେ ମନ୍ତ୍ରୀ ଦିବ୍ୟଶଙ୍କର ଜୁନାଗଡ ଯାଇଥିଲେ। ମନ୍ତ୍ରୀ ଦିବ୍ୟଶଙ୍କର ଟୁର ରେକର୍ଡ ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
