ଭକ୍ତ ଖୋଲିଦେଲେ ଦିବ୍ୟଶଙ୍କରଙ୍କ ଟୁର ରେକର୍ଡ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସଙ୍କ ବଡଖୁଲାସା । ସେପଟେମ୍ବର ମାସର ମନ୍ତ୍ରୀ ଦିବ୍ୟଶଙ୍କର ଟୁର ରେକର୍ଡ କରିବ ଖୁଲାସା । ସେପଟେମ୍ବର ୨୧ ରୁ ୨୫ ତାରିଖରେ ମନ୍ତ୍ରୀ ଦିବ୍ୟଶଙ୍କର ଜୁନାଗଡ ଯାଇଥିଲେ। ମନ୍ତ୍ରୀ ଦିବ୍ୟଶଙ୍କର ଟୁର ରେକର୍ଡ ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ।