Advertisment

ପୁଅଙ୍କୁ ଲଞ୍ଚ୍ କଲେ ମହତାବ?

ପ୍ରଜାତନ୍ତ୍ରର ୭୫ତମ ସ୍ୱନକ୍ଷତ୍ର ଉତ୍ସବରେ, କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ପୁଅ ଲୋକ ରଞ୍ଜନ ମହତାବ ଯେଉଁଭଳି ଢ଼ଙ୍ଗରେ ମଞ୍ଚରେ ନଜର ଆସିଲେ, ତାକୁ ନେଇ ଏବେ ସବୁଠି ଚର୍ଚ୍ଚା। ସାଧାରଣତଃ କମ୍ ନଜର ଆସୁଥିବା ଲୋକ ରଞ୍ଜନ ପ୍ରଜାତନ୍ତ୍ରର କାର୍ଯ୍ୟକ୍ରମରେ ମଞ୍ଚ ଉପରକୁ ଆସି ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେବା ସହ ମହତାବ ଲିଗାସୀକୁ ଆଗେଇ ନେବା କେତେ ବଡ଼ ଆହ୍ବାନ ତାହା ପ୍ରକାଶ […]

ପୁଅଙ୍କୁ ଲଞ୍ଚ୍ କଲେ ମହତାବ?

mahtab

Advertisment

ପ୍ରଜାତନ୍ତ୍ରର ୭୫ତମ ସ୍ୱନକ୍ଷତ୍ର ଉତ୍ସବରେ, କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ପୁଅ ଲୋକ ରଞ୍ଜନ ମହତାବ ଯେଉଁଭଳି ଢ଼ଙ୍ଗରେ ମଞ୍ଚରେ ନଜର ଆସିଲେ, ତାକୁ ନେଇ ଏବେ ସବୁଠି ଚର୍ଚ୍ଚା। ସାଧାରଣତଃ କମ୍ ନଜର ଆସୁଥିବା ଲୋକ ରଞ୍ଜନ ପ୍ରଜାତନ୍ତ୍ରର କାର୍ଯ୍ୟକ୍ରମରେ ମଞ୍ଚ ଉପରକୁ ଆସି ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେବା ସହ ମହତାବ ଲିଗାସୀକୁ ଆଗେଇ ନେବା କେତେ ବଡ଼ ଆହ୍ବାନ ତାହା ପ୍ରକାଶ କରିଥିଲେ।

Advertisment

Odisha Reporter Odisha Politics Bhartuhari Mahtab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe