Advertisment

ନବୀନ ଶୁଣିଲେ ବିଜେପି ଜୟ ଜୟକାର

ନବୀନଙ୍କ ଆଗରେ ବିଜେପିର ଜିନ୍ଦାବାଦ୍‌। ବିଜେପିର ଜୟ ଜୟକାର। ବିଜେଡି ସଭାପତିଙ୍କ ଆଗରେ ବିଜେପି ନେତାଙ୍କୁ ପ୍ରଶଂସା। ବିଜେଡିର ସାଂସଦ ମହତାବ କଲେ ପ୍ରଶଂସା। ମହତାବଙ୍କୁ ପ୍ରଶଂସା କଲେ ଶାହା। ମହତାବଙ୍କ ଗତି କୁଆଡ଼େ? ଛାଡ଼ିବେ ଶଙ୍ଖ, ଧରିବେ କି ପଦ୍ମ?

author-image
Debendra Prusty
ନବୀନ ଶୁଣିଲେ ବିଜେପି ଜୟ ଜୟକାର

bjp jindabad

ନବୀନଙ୍କ ଆଗରେ ବିଜେପିର ଜିନ୍ଦାବାଦ୍‌। ବିଜେପିର ଜୟ ଜୟକାର। ବିଜେଡି ସଭାପତିଙ୍କ ଆଗରେ ବିଜେପି ନେତାଙ୍କୁ ପ୍ରଶଂସା। ବିଜେଡିର ସାଂସଦ ମହତାବ କଲେ ପ୍ରଶଂସା। ମହତାବଙ୍କୁ ପ୍ରଶଂସା କଲେ ଶାହା। ମହତାବଙ୍କ ଗତି କୁଆଡ଼େ? ଛାଡ଼ିବେ ଶଙ୍ଖ, ଧରିବେ କି ପଦ୍ମ?

Advertisment

Naveen Patnaik Bhartuhari Mahtab Amit Shah