Advertisment

ହାତଠାରି ଡାକୁଛି ଭିତରକନିକା

ଏବେ ଚାଲିଛି ପର୍ଯ୍ୟଟନ ଋତୁ । ସେପଟେ ଶୀତ ବଢିବା ସହ ଧୀରେ ଧୀରେ ଏହି ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମୁଛି ।

author-image
Manasi Mohapatra
ହାତଠାରି ଡାକୁଛି ଭିତରକନିକା

HATATHARI DAKUCHI BHITARKANIKA thumb

ଏବେ ଚାଲିଛି ପର୍ଯ୍ୟଟନ ଋତୁ । ସେପଟେ ଶୀତ ବଢିବା ସହ ଧୀରେ ଧୀରେ ଏହି ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମୁଛି ।

Advertisment

Odisha Tourist Destinations Bhitarkanika