ହାତଠାରି ଡାକୁଛି ଭିତରକନିକା

ଏବେ ଚାଲିଛି ପର୍ଯ୍ୟଟନ ଋତୁ । ସେପଟେ ଶୀତ ବଢିବା ସହ ଧୀରେ ଧୀରେ ଏହି ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମୁଛି ।