Advertisment

କାଉଡିଆଙ୍କୁ ବଞ୍ଚାଇ ଦେଲେ ଭୋଳାନାଥ

ଭୋଳାବାବାଙ୍କ କାମରେ ଯାଇଥିଲେ। ଭୋଳାବାବା ଅଘଟଣରୁ ବଞ୍ଚାଇଦେଲେ। ଟଳିଗଲା ବିପଦ, ସମସ୍ତ କାଉଡ଼ିଆ ସୁରକ୍ଷିତ। ସବୁ କିଛି ଠିକ୍-ଠାକ୍ ଥିଲା। ନୃସିଂହନାଥ ପୀଠରେ ଶହ ଶହ କାଉଡିଆଙ୍କ ଭିଡ଼ ଲାଗିଥିଲା। ହେଲେ, ଅଚାନକ୍ ପାପନାସିନୀ ଝରଣାରୁ ମାଡ଼ି ଆସିଲା ପାଣି।

କାଉଡିଆଙ୍କୁ ବଞ୍ଚାଇ ଦେଲେ ଭୋଳାନାଥ

kaudia

Advertisment

ଭୋଳାବାବାଙ୍କ କାମରେ ଯାଇଥିଲେ। ଭୋଳାବାବା ଅଘଟଣରୁ ବଞ୍ଚାଇଦେଲେ। ଟଳିଗଲା ବିପଦ, ସମସ୍ତ କାଉଡ଼ିଆ ସୁରକ୍ଷିତ। ସବୁ କିଛି ଠିକ୍-ଠାକ୍ ଥିଲା। ନୃସିଂହନାଥ ପୀଠରେ ଶହ ଶହ କାଉଡିଆଙ୍କ ଭିଡ଼ ଲାଗିଥିଲା। ହେଲେ, ଅଚାନକ୍ ପାପନାସିନୀ ଝରଣାରୁ ମାଡ଼ି ଆସିଲା ପାଣି।

Advertisment

Bholananth Kaudias Shiva Miracle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe