ଭୁବନେଶ୍ୱର ସହରର ଇନଫୋସିଟିରେ ବାୟୁର ମାନ ‘ଅତି ଖରାପ’। ଲିଙ୍ଗରାଜ ମନ୍ଦିର ଓ ରିଜିଓନାଲ୍ ପ୍ଲାଂଟ୍ ଏରିଆରେ ‘ଖରାପ’। ଏ ହେଉଛି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପ୍ରଦୂଷଣ ମାପକ ଯନ୍ତ୍ରର ତଥ୍ୟ। ଗାଡ଼ି ମଟର ଧୂଆଁ ଓ ନିର୍ମାଣ କାର୍ଯ୍ୟ ପ୍ରଦୂଷଣର ମୂଳ କାରଣ। ଦିଲ୍ଲୀ ପରି ଏବେ ଭୁବନେଶ୍ୱର ସହରର ବାୟୁ ବି ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହେଲାଣି।
https://youtu.be/1sNejGJTfRA
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୮ ଘଣ୍ଟାର ଡିଜିଟାଲ ଆରେଷ୍ଟ କରି ନେଇଗଲେ ୧୦ କୋଟି ଟଙ୍କା
ସାଇବର ଠକଙ୍କ ଡିଜାଟାଲ ଆରେଷ୍ଟର ଶିକାର ହୋଇ ସବୁ କିଛି ହରାଇଛନ୍ତି ଜଣେ ୭୨ ବର୍ଷୀୟ ଅବସରପ୍ରାପ୍ତ ଇଞ୍ଜିନିୟର।
National
୨ ଘଣ୍ଟା ଅପେକ୍ଷା କଲେ, ଦିଲ୍ଲୀରୁ ବିମାନ ଆସିବା ପରେ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦି ଆଜି ଅପରାହ୍ନର ବିମାନରେ ବସିଥିବା ବେଳେ ଏହା ଦେଓଘର ଏୟାରପୋର୍ଟରୁ ଉଡ଼ାଣ ଭରିବାର ଥିଲା। କିନ୍ତୁ ହଠାତ୍ ବିମାନରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା।
Crime
ସମାନ ସମୟରେ ମାଂସ ପାଇଁ ଯାଇଥିଲେ, କିନ୍ତୁ ଦୋକାନ ପାଖରେ ଜଣେ ଆଉ ଜଣଙ୍କୁ ହତ୍ୟା କଲେ
ମୀରଟର ୩୫ ବର୍ଷୀୟ ଶାହଜାଦଙ୍କୁ ସର୍ବସମ୍ମୁଖରେ ହତ୍ୟା କରାଯାଇଛି। ଶାହଜାଦ ଓ ଆଉ ଜଣେ ବ୍ୟକ୍ତି ଗୁରୁବାର ମଧ୍ୟାହ୍ନରେ ମାଂସ ଦୋକାନର ମାଲିକ ଗୁଲଜାରଙ୍କ ପାଖରେ ପହଞ୍ଚିଥିଲେ।
Politics
ପ୍ରଶ୍ନ କରିଥିଲେ ଉଦ୍ଧବ ଠାକରେ, ଯାଞ୍ଚ ହେଲା ଅମିତ ଶାହଙ୍କ ହେଲିକପ୍ଟର
ଯାଞ୍ଚ ବେଳର ଭିଡିଓକୁ ଅମିତ ଶାହ ନିଜେ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ଅଧିକାରୀମାନେ କେମିତି ଶାହଙ୍କ ହେଲିକପ୍ଟରରେ ଥିବା ବ୍ୟାଗଗୁଡ଼ିକୁ ଯାଞ୍ଚ କରୁଛନ୍ତି, ତା’ର ଦୃଶ୍ୟ ରହିଛି।
National
୪୫ ମିନିଟ ଯାଏ ଅଟକି ରହିଲା ରାହୁଲ ଗାନ୍ଧିଙ୍କ ହେଲିକପ୍ଟର
ଦୀର୍ଘ ୪୫ ମିନିଟ ଧରି ଅପେକ୍ଷା କରିବା ପରେ ଶେଷରେ ରାହୁଲ ଗାନ୍ଧି ହେଲିକପ୍ଟର ଯୋଗେ ଉଡ଼ାଣ ଭରିଥିଲେ। ବିମାନ ହେଲିପ୍ୟାଡରେ ରହିଥିବା ବେଳେ ଏହା ମଧ୍ୟରେ ରାହୁଲ ଗାନ୍ଧି ମଧ୍ୟ ବସି ରହିଥିଲେ।