bhubaneswar
Advertisment
ଭୁବନେଶ୍ୱର ସହରର ଇନଫୋସିଟିରେ ବାୟୁର ମାନ ‘ଅତି ଖରାପ’। ଲିଙ୍ଗରାଜ ମନ୍ଦିର ଓ ରିଜିଓନାଲ୍ ପ୍ଲାଂଟ୍ ଏରିଆରେ ‘ଖରାପ’। ଏ ହେଉଛି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପ୍ରଦୂଷଣ ମାପକ ଯନ୍ତ୍ରର ତଥ୍ୟ। ଗାଡ଼ି ମଟର ଧୂଆଁ ଓ ନିର୍ମାଣ କାର୍ଯ୍ୟ ପ୍ରଦୂଷଣର ମୂଳ କାରଣ। ଦିଲ୍ଲୀ ପରି ଏବେ ଭୁବନେଶ୍ୱର ସହରର ବାୟୁ ବି ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହେଲାଣି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/bhubaneswar.jpg)