Advertisment

ଭୁବନେଶ୍ୱରର ଦୁଇଟି ରୂପ: ବିଶ୍ୱକପ ବେଳେ ଗୋଟେ, ପରେ ଗୋଟେ

ଓଡ଼ିଶାରେ ହକି ବିଶ୍ୱକପ ଖେଳ ହେବ। ଏହା ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ହେଲେ ଏଥିଲାଗି ଏବେ ରାଜଧାନୀ ଭୁବନେଶ୍ୱରର ଦ୍ୱିରୂପୀ ମୁହଁ ସାମ୍ନାକୁ ଆସିଛି। ହକି ଖେଳ ସମୟରେ ଗୋଟେ ଆଉ ଖେଳ ସରିଗଲା ପରେ ଆଉଗୋଟେ।

author-image
Debendra Prusty
ଭୁବନେଶ୍ୱରର ଦୁଇଟି ରୂପ: ବିଶ୍ୱକପ ବେଳେ ଗୋଟେ, ପରେ ଗୋଟେ

bhubaneswar

ଓଡ଼ିଶାରେ ହକି ବିଶ୍ୱକପ ଖେଳ ହେବ। ଏହା ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ହେଲେ ଏଥିଲାଗି ଏବେ ରାଜଧାନୀ ଭୁବନେଶ୍ୱରର ଦ୍ୱିରୂପୀ ମୁହଁ ସାମ୍ନାକୁ ଆସିଛି। ହକି ଖେଳ ସମୟରେ ଗୋଟେ ଆଉ ଖେଳ ସରିଗଲା ପରେ ଆଉଗୋଟେ।

Advertisment

Bhubaneswar World Cup Hockey