ଭୁବନେଶ୍ୱରର ଦୁଇଟି ରୂପ: ବିଶ୍ୱକପ ବେଳେ ଗୋଟେ, ପରେ ଗୋଟେ

ଓଡ଼ିଶାରେ ହକି ବିଶ୍ୱକପ ଖେଳ ହେବ। ଏହା ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ହେଲେ ଏଥିଲାଗି ଏବେ ରାଜଧାନୀ ଭୁବନେଶ୍ୱରର ଦ୍ୱିରୂପୀ ମୁହଁ ସାମ୍ନାକୁ ଆସିଛି। ହକି ଖେଳ ସମୟରେ ଗୋଟେ ଆଉ ଖେଳ ସରିଗଲା ପରେ ଆଉଗୋଟେ।

bhubaneswar

Debendra Prusty
  • Published: Monday, 09 January 2023
  • , Updated: 09 January 2023, 12:39 PM IST

ଓଡ଼ିଶାରେ ହକି ବିଶ୍ୱକପ ଖେଳ ହେବ। ଏହା ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ହେଲେ ଏଥିଲାଗି ଏବେ ରାଜଧାନୀ ଭୁବନେଶ୍ୱରର ଦ୍ୱିରୂପୀ ମୁହଁ ସାମ୍ନାକୁ ଆସିଛି। ହକି ଖେଳ ସମୟରେ ଗୋଟେ ଆଉ ଖେଳ ସରିଗଲା ପରେ ଆଉଗୋଟେ।

https://youtu.be/uDmNJFSKLWE

Related story