ପୋଲିସକୁ ମାନିବାକୁ ପଡ଼ିବ

ରାଜଧାନୀ ଭୁବନେଶ୍ୱରରେ ମା’ଙ୍କ ପୂଜା ଅତି ଧୁମଧାମରେ ପାଳନ କରାଯାଉଛି। ଆଉ ଏହାରି ଭିତରେ ଟ୍ରାଫିକ ନିୟନ୍ତ୍ରଣ ହେଉ କି ଭିଡ଼ ନିୟନ୍ତ୍ରଣ ସବୁଥିରେ ସଫଳତାର ସହ ମୁକାବିଲା କରୁଛନ୍ତି ପୋଲିସ ଭାଇମାନେ।