Advertisment

ପୋଲିସକୁ ମାନିବାକୁ ପଡ଼ିବ

ରାଜଧାନୀ ଭୁବନେଶ୍ୱରରେ ମା’ଙ୍କ ପୂଜା ଅତି ଧୁମଧାମରେ ପାଳନ କରାଯାଉଛି। ଆଉ ଏହାରି ଭିତରେ ଟ୍ରାଫିକ ନିୟନ୍ତ୍ରଣ ହେଉ କି ଭିଡ଼ ନିୟନ୍ତ୍ରଣ ସବୁଥିରେ ସଫଳତାର ସହ ମୁକାବିଲା କରୁଛନ୍ତି ପୋଲିସ ଭାଇମାନେ।

author-image
Debendra Prusty
ପୋଲିସକୁ ମାନିବାକୁ ପଡ଼ିବ

police

ରାଜଧାନୀ ଭୁବନେଶ୍ୱରରେ ମା’ଙ୍କ ପୂଜା ଅତି ଧୁମଧାମରେ ପାଳନ କରାଯାଉଛି। ଆଉ ଏହାରି ଭିତରେ ଟ୍ରାଫିକ ନିୟନ୍ତ୍ରଣ ହେଉ କି ଭିଡ଼ ନିୟନ୍ତ୍ରଣ ସବୁଥିରେ ସଫଳତାର ସହ ମୁକାବିଲା କରୁଛନ୍ତି ପୋଲିସ ଭାଇମାନେ।

Advertisment

Bhubaneswar Police Commissionorate Police