Advertisment

ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପଛରେ ବଡ଼ ମାଛ?

ଦୁଇଟି ମୋବାଇଲର ସନ୍ଧାନ ମିଳିବା ପରେ ବଢ଼ୁଛି ଆହୁରି ସନ୍ଦେହ। ବିଜେଡି ଜିଲ୍ଲା ପରିଷଦଙ୍କ ସନ୍ଦେହଜନକ ମୃତ୍ୟୁ ପଛରେ ଥାଇପାରେ ବଡ଼ କାରଣ? କାର ଭିତରେ ପ୍ୟାଣ୍ଟସାର୍ଟ ରଖିଲେ ହେଲେ ମୋବାଇଲ କାହିଁକି ଫିଙ୍ଗିଦେଲେ? ପାଣି ଭିତରୁ ମୋବାଇଲ ଫୋନର ସନ୍ଧାନ ପାଇଲା ସନ୍ଧାନୀ କୁକୁର। https://youtu.be/EOcFua_Sp04

author-image
Debendra Prusty
ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପଛରେ ବଡ଼ ମାଛ?

dharmendra

ଦୁଇଟି ମୋବାଇଲର ସନ୍ଧାନ ମିଳିବା ପରେ ବଢ଼ୁଛି ଆହୁରି ସନ୍ଦେହ। ବିଜେଡି ଜିଲ୍ଲା ପରିଷଦଙ୍କ ସନ୍ଦେହଜନକ ମୃତ୍ୟୁ ପଛରେ ଥାଇପାରେ ବଡ଼ କାରଣ? କାର ଭିତରେ ପ୍ୟାଣ୍ଟସାର୍ଟ ରଖିଲେ ହେଲେ ମୋବାଇଲ କାହିଁକି ଫିଙ୍ଗିଦେଲେ? ପାଣି ଭିତରୁ ମୋବାଇଲ ଫୋନର ସନ୍ଧାନ ପାଇଲା ସନ୍ଧାନୀ କୁକୁର।

Advertisment

Bjd Zp Member Suicide Case Bjd Leader Suicide Case Odisha Reporter