ଦେଶ news ବାଲିଯାତ୍ରାରେ ବଡ଼ ଦୁର୍ନୀତି ଐତିହାସିକ କଟକ ବାଲିଯାତ୍ରାରେ ବଡ଼ ଧରଣର ଦୁର୍ନୀତି। ଯାତ୍ରା ପଡ଼ିଆରେ ବିଭିନ୍ନ କାମର ଠିକା ଦେବାରେ ଚଞ୍ଚକତା। ବିନା ଟେଣ୍ଡରରେ କାମ ନେଇଗଲେ କର୍ପୋରେଟରଙ୍କ ପରିବାର। କର୍ପୋରେଟରଙ୍କ ଭାଉଜ ନେଇଛନ୍ତି ୪୨ଟି କାମ। ସଂପର୍କୀୟ ଭାଇଙ୍କ ନାଁରେ ରହିଛି ୨୫ଟି କାମ। Debendra Prusty 17 Dec 2022 14:48 IST balijatraଐତିହାସିକ କଟକ ବାଲିଯାତ୍ରାରେ ବଡ଼ ଧରଣର ଦୁର୍ନୀତି। ଯାତ୍ରା ପଡ଼ିଆରେ ବିଭିନ୍ନ କାମର ଠିକା ଦେବାରେ ଚଞ୍ଚକତା। ବିନା ଟେଣ୍ଡରରେ କାମ ନେଇଗଲେ କର୍ପୋରେଟରଙ୍କ ପରିବାର। କର୍ପୋରେଟରଙ୍କ ଭାଉଜ ନେଇଛନ୍ତି ୪୨ଟି କାମ। ସଂପର୍କୀୟ ଭାଇଙ୍କ ନାଁରେ ରହିଛି ୨୫ଟି କାମ।Advertisment Balijatra Balijatra Scam Odisha Scam Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ