Advertisment

ବାଲିଯାତ୍ରାରେ ବଡ଼ ଦୁର୍ନୀତି

ଐତିହାସିକ କଟକ ବାଲିଯାତ୍ରାରେ ବଡ଼ ଧରଣର ଦୁର୍ନୀତି। ଯାତ୍ରା ପଡ଼ିଆରେ ବିଭିନ୍ନ କାମର ଠିକା ଦେବାରେ ଚଞ୍ଚକତା। ବିନା ଟେଣ୍ଡରରେ କାମ ନେଇଗଲେ କର୍ପୋରେଟରଙ୍କ ପରିବାର। କର୍ପୋରେଟରଙ୍କ ଭାଉଜ ନେଇଛନ୍ତି ୪୨ଟି କାମ। ସଂପର୍କୀୟ ଭାଇଙ୍କ ନାଁରେ ରହିଛି ୨୫ଟି କାମ।

ବାଲିଯାତ୍ରାରେ ବଡ଼ ଦୁର୍ନୀତି

balijatra

Advertisment

ଐତିହାସିକ କଟକ ବାଲିଯାତ୍ରାରେ ବଡ଼ ଧରଣର ଦୁର୍ନୀତି। ଯାତ୍ରା ପଡ଼ିଆରେ ବିଭିନ୍ନ କାମର ଠିକା ଦେବାରେ ଚଞ୍ଚକତା। ବିନା ଟେଣ୍ଡରରେ କାମ ନେଇଗଲେ କର୍ପୋରେଟରଙ୍କ ପରିବାର। କର୍ପୋରେଟରଙ୍କ ଭାଉଜ ନେଇଛନ୍ତି ୪୨ଟି କାମ। ସଂପର୍କୀୟ ଭାଇଙ୍କ ନାଁରେ ରହିଛି ୨୫ଟି କାମ।

Advertisment

Odisha Scam Balijatra Scam Balijatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe