ବିହାର ରାଜନୀତିରେ ହାଇଡ୍ରାମା

ସରକାର ଭାଙ୍ଗିଥିଲେ ମଧ୍ୟ ବାଚସ୍ପତି ପଦ ଛାଡ଼ୁ ନଥିବା ବିଜେପି ନେତା ବିଜୟ କୁମାର ସିହ୍ନା ଇସ୍ତଫା ଦେଇଛନ୍ତି।