ସୌଜନ୍ୟତା ଭୁଲିଗଲା ବିଜେଡି

କୁଆଡ଼େ ଗଲା ବିଜେଡିର ଛାତ୍ର ଓ୍ୱିଙ୍ଗ? ରୁଚିକାଙ୍କ ପାଇଁ ସମ୍ବେଦନହୀନ ବିଜୁ ଛାତ୍ର ଜନତା ଦଳ। କ୍ୟାମ୍ପସ ରାଜନୀତିରେ ଆଗରେ। ସୁରକ୍ଷା ପ୍ରସଙ୍ଗରେ ପଛରେ। ପଦାରେ ପଡ଼ିଲା ବିଜୁ ଛାତ୍ର ଜନତା ଦଳର ଅମାନବିକତା। ରୁଚିକାଙ୍କ ପାଇଁ ମୁହଁରେ ପଡ଼ିଛି ତୁଣ୍ଡି।