ମନେ ପଡ଼ିଗଲେ ବିଜୁ ପଟ୍ଟନାୟକ

ସେତେବେଳେ କଂଗ୍ରେସ ସଂଗଠନ ମଜବୁଦ ପାଇଁ ୬ ମୁଖ୍ୟମନ୍ତ୍ରୀ ଦେଇଥିଲେ ଇସ୍ତଫା। ଆଜି ସଭାପତି ପଦ ପାଇଁ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିପାରିଲେନି ଅଶୋକ ଗେହଲଟ୍। କ୍ଷମତାକୁ ଗୋଇଠା ମାରି, ସଂଗଠନ ପାଇଁ ଅଣ୍ଟାଭିଡ଼ିଥିଲେ ୬ ମୁଖ୍ୟମନ୍ତ୍ରୀ। କ୍ଷମତା ପାଇଁ ଦଳର ସର୍ବୋଚ୍ଚ ପଦକୁ ଗୋଇଠା ମାରିଛନ୍ତି ଅଶୋକ ଗେହଲଟ୍।