/odisha-reporter/media/post_attachments/uploads/2022/10/gehlot.jpg)
gehlot
ସେତେବେଳେ କଂଗ୍ରେସ ସଂଗଠନ ମଜବୁଦ ପାଇଁ ୬ ମୁଖ୍ୟମନ୍ତ୍ରୀ ଦେଇଥିଲେ ଇସ୍ତଫା। ଆଜି ସଭାପତି ପଦ ପାଇଁ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିପାରିଲେନି ଅଶୋକ ଗେହଲଟ୍। କ୍ଷମତାକୁ ଗୋଇଠା ମାରି, ସଂଗଠନ ପାଇଁ ଅଣ୍ଟାଭିଡ଼ିଥିଲେ ୬ ମୁଖ୍ୟମନ୍ତ୍ରୀ। କ୍ଷମତା ପାଇଁ ଦଳର ସର୍ବୋଚ୍ଚ ପଦକୁ ଗୋଇଠା ମାରିଛନ୍ତି ଅଶୋକ ଗେହଲଟ୍।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
