ମନେ ପଡ଼ିଗଲେ ବିଜୁ ପଟ୍ଟନାୟକ

ସେତେବେଳେ କଂଗ୍ରେସ ସଂଗଠନ ମଜବୁଦ ପାଇଁ ୬ ମୁଖ୍ୟମନ୍ତ୍ରୀ ଦେଇଥିଲେ ଇସ୍ତଫା। ଆଜି ସଭାପତି ପଦ ପାଇଁ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିପାରିଲେନି ଅଶୋକ ଗେହଲଟ୍। କ୍ଷମତାକୁ ଗୋଇଠା ମାରି, ସଂଗଠନ ପାଇଁ ଅଣ୍ଟାଭିଡ଼ିଥିଲେ ୬ ମୁଖ୍ୟମନ୍ତ୍ରୀ। କ୍ଷମତା ପାଇଁ ଦଳର ସର୍ବୋଚ୍ଚ ପଦକୁ ଗୋଇଠା ମାରିଛନ୍ତି ଅଶୋକ ଗେହଲଟ୍।

gehlot

Debendra Prusty
  • Published: Saturday, 01 October 2022
  • , Updated: 01 October 2022, 03:19 PM IST

ସେତେବେଳେ କଂଗ୍ରେସ ସଂଗଠନ ମଜବୁଦ ପାଇଁ ୬ ମୁଖ୍ୟମନ୍ତ୍ରୀ ଦେଇଥିଲେ ଇସ୍ତଫା। ଆଜି ସଭାପତି ପଦ ପାଇଁ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିପାରିଲେନି ଅଶୋକ ଗେହଲଟ୍। କ୍ଷମତାକୁ ଗୋଇଠା ମାରି, ସଂଗଠନ ପାଇଁ ଅଣ୍ଟାଭିଡ଼ିଥିଲେ ୬ ମୁଖ୍ୟମନ୍ତ୍ରୀ। କ୍ଷମତା ପାଇଁ ଦଳର ସର୍ବୋଚ୍ଚ ପଦକୁ ଗୋଇଠା ମାରିଛନ୍ତି ଅଶୋକ ଗେହଲଟ୍।

https://youtu.be/lTQTWfmq5D8

Related story