Advertisment

ଅଡୁଆ କଲା ମ୍ୟୁଜିକାଲ ହର୍ଣ୍ଣ

ମ୍ୟୁଜିକ ବାଜିଲା ଆଉ ରାସ୍ତାରେ ନାଚି ଉଠିଲେ ବାଇକ ଚାଳକ ଓ ଯାତ୍ରୀ। ଡିଜେର ମ୍ୟୁଜିକ ତାଳେ ତାଳେ ନୁହେଁ ବରଂ ଏକ ଟ୍ରକର ହର୍ଣ୍ଣ ଶୁଣି ଏମିତି ନାଚିଲେ ଯୁବଗୋଷ୍ଠୀ। ଟ୍ରକକୁ ଯିବାକୁ ବି ରାସ୍ତା ଦେଇନଥିଲେ ଯୁବଗୋଷ୍ଠୀ। ନାଗିନ୍ ହର୍ଣ୍ଣର ତାଳେ ତାଳେ ନାଚିଲେ ରାସ୍ତାରେ ଗଡ଼ିଲେ ଆଉ ଭିଡିଓ ବି କଲେ। ଟ୍ରକ ଚାଳକ ମଧ୍ୟ କିଛି ସମୟ ପାଇଁ ଏହି ହର୍ଣ୍ଣ ବଜାଇ ରାସ୍ତାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଲା।

ଅଡୁଆ କଲା ମ୍ୟୁଜିକାଲ ହର୍ଣ୍ଣ

horn

Nagin Dance Musical Horn
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe