biplab
Advertisment
ଗଂଜାମ ଜିଲ୍ଲାର ଟାଣୁଆ ନେତା ସୂର୍ଯ୍ୟ ନାରାୟଣ ପାତ୍ର। ପୂର୍ବତନ ବାଚସ୍ପତି ଓ ପୂର୍ବତନ ମନ୍ତ୍ରୀ । ଗତ ୨୦୧୯ ନିର୍ବାଚନରେ ଦଳ ବିଜୟୀ ହେବା ପରେ ସେ ବାଚସ୍ପତି ହୋଇଥିଲେ। ହେଲେ ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହିଛି। ତେଣୁ ଆଗାମୀ ୨୪ ନିର୍ବାଚନ ସେ ଲଢିବେ ନା’ ନାହିଁ ତାକୁ ନେଇ ଅନେକ ଆଶା ଆଶଙ୍କା ଦେଖାଦେଇଛି। ତାଙ୍କ ପୁଅ ବିପ୍ଳବ ପାତ୍ର ବାପାଙ୍କ ନିର୍ବାଚନ ମଣ୍ଡଳି ଦିଗପହଣ୍ଡି ଆସନରୁ ଛିଡ଼ାହେବା ପାଇଁ ଆଶାବାଦୀ ଅଛନ୍ତି। ତାଙ୍କ ସମର୍ଥକମାନେ ବିପ୍ଳବଙ୍କୁ ପ୍ରଶଂସା କରି ଏକ ସାମ୍ବାଦିକ ସମ୍ମିଳନୀ କରିବା ପରେ ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/biplab.jpg)