Advertisment

ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଉଦ୍‌ଘାଟିତ

ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଷ୍ଟାଡିୟମ୍ ସହ ୨୨୫ ରୁମ୍ ବିଶିଷ୍ଟ ବିଶ୍ୱକପ୍ ଭିଲେଜ ମଧ୍ୟ ଉଦ୍‌ଘାଟିତ, ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ୨୦ ହଜାର ଦର୍ଶକ ବସିପାରିବେ।

Birsa Munda Hockey Stadium In Rourkela Inaugurated
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe