Advertisment

'ଜନ୍ମଦିନରେ ମିଳିଲା ଗିଫ୍ଟ‘

ଆସନ୍ତା ୨୨ ତାରିଖରେ ମୃତ ମମିତା ମେହେରଙ୍କ ଜନ୍ମଦିନ, ତା ପୂର୍ବରୁ ଗୋବିନ୍ଦର ମୃତ୍ୟୁ ହୋଇଛି। ମମିତା ବଞ୍ଚିଥିଲେ, ଧୁମଧାମରେ ଜନ୍ମଦିନ ପାଳନ କରିଥାନ୍ତେ ପରିବାର ଲୋକେ। ଏବେ ମୃତ ମମିତାଙ୍କ ବଡ଼ ବାପା କହୁଛନ୍ତି, ମମିତା ଜନ୍ମଦିନ ପୂର୍ବରୁ ଗୋବିନ୍ଦ ଆତ୍ମହତ୍ୟା କରିଛି, ଏହା ଆମ ପାଇଁ ବଡ଼ ଗିଫ୍ଟ। ଗୋବିନ୍ଦ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ମମିତାଙ୍କ ପରିବାର ଲୋକେ କହିଛନ୍ତି, ଆମକୁ ନ୍ୟାୟ ମିଳିଛି।

Mamita Family
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe