Advertisment

’ସ୍ୱୀକାର କଲେ ହାରିବେ ବୋଲି’

ପରୋକ୍ଷ ଭାବରେ ବିଜେଡି ମାନିଗଲା ଯେ ପଦ୍ମପୁର ଉପନିର୍ବାଚନରେ ହାରିବେ ବୋଲି। ପୂର୍ବରୁ ଉପନିର୍ବାଚକୁ ପ୍ରଚାର ପାଇଁ ଆସିନାହାନ୍ତି ମୁଖ୍ୟମନ୍ତ୍ରୀ। ଏଥର ପଦ୍ମପୁରରେ ପ୍ରଚାର କରିବେ। ହେଲେ ତାଙ୍କ ଆସିବାର ବିଶେଷ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।

’ସ୍ୱୀକାର କଲେ ହାରିବେ ବୋଲି’

jaynarayan

Advertisment

ପରୋକ୍ଷ ଭାବରେ ବିଜେଡି ମାନିଗଲା ଯେ ପଦ୍ମପୁର ଉପନିର୍ବାଚନରେ ହାରିବେ ବୋଲି। ପୂର୍ବରୁ ଉପନିର୍ବାଚକୁ ପ୍ରଚାର ପାଇଁ ଆସିନାହାନ୍ତି ମୁଖ୍ୟମନ୍ତ୍ରୀ। ଏଥର ପଦ୍ମପୁରରେ ପ୍ରଚାର କରିବେ। ହେଲେ ତାଙ୍କ ଆସିବାର ବିଶେଷ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।

Advertisment

Naveen Patnaik Padmapur Odisha By Poll Jayanarayan Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe