‘ବିଜେଡି ମାନିଲା ବିଜେପି କଥା’

ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ବିବାଦୀୟ ବୟାନ ଉପରେ ପ୍ରତିକ୍ରିୟା ରଖି ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ନେତା ବିରଞ୍ଚି ତ୍ରିପାଠୀ।