Advertisment

ବୁଡ଼ିଲା ବିଜେଡି ଡଙ୍ଗା

ଥଳକୁଳ ପାଇଲାନି ବିଜେଡି ଡଙ୍ଗା। ଚିହ୍ନ ଅଛି ସତ ହେଲେ ବିଜେଡି ଡଙ୍ଗାର ବାର୍‌ ବାଜିଗଲା। ଭଙ୍ଗା ଡଙ୍ଗାରେ ପାରି ହେଲେ ବିଜେଡି ଡଙ୍ଗାରେ ପାଣି ପଶିବାଟା ଥୟ। ପାଣିରେ ଭାସୁଛି ବିଜେଡି ଡଙ୍ଗା। ଭାଗ୍ୟଭଲ ଲୋକେ ବର୍ତ୍ତିଗଲେ ନ ହେଲେ କଣ ହୋଇଥାନ୍ତା କିଏ କହିବ?

author-image
Debendra Prusty
ଅଦ୍ୟତନ ହୋଇଛି
ବୁଡ଼ିଲା ବିଜେଡି ଡଙ୍ଗା

bjd boat

ଥଳକୁଳ ପାଇଲାନି ବିଜେଡି ଡଙ୍ଗା। ଚିହ୍ନ ଅଛି ସତ ହେଲେ ବିଜେଡି ଡଙ୍ଗାର ବାର୍‌ ବାଜିଗଲା। ଭଙ୍ଗା ଡଙ୍ଗାରେ ପାରି ହେଲେ ବିଜେଡି ଡଙ୍ଗାରେ ପାଣି ପଶିବାଟା ଥୟ। ପାଣିରେ ଭାସୁଛି ବିଜେଡି ଡଙ୍ଗା। ଭାଗ୍ୟଭଲ ଲୋକେ ବର୍ତ୍ତିଗଲେ ନ ହେଲେ କଣ ହୋଇଥାନ୍ତା କିଏ କହିବ?

Advertisment

Bjd Boat Boat Politics